କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ ଗଣେଶ ପୂଜା ମହା ଆଡମ୍ବର ସହକାରେ ପାଳନ ହୋଇଛି।
ସେହିପରି ଧର୍ମଗଡ଼ ସ୍ଥିତ ଓମ ସାଇ ସ୍ମାର୍ଟ ପବ୍ଲିକ ସ୍କୁଲ ଗଣେଶ ପୂଜା ଧୁମ ଧାମ ରେ ପାଳିତ ହୋଇଛି। ସ୍କୁଲ ରେ ପିଲାମାନେ ପୁଷ୍ପାଞ୍ଜଳି ଦେ ଇସାରିଲାପରେ ପିଲାମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିଲା। ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଧ୍ୟକ୍ଷ ଙ୍କ ସମେତ ବିଭିନ୍ନ କର୍ମଚାରୀ ଉପସ୍ଥିତ ଥିଲେ।