କଳାହାଣ୍ଡି ଜିଲ୍ଲ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନର ନୂତନ କର୍ମକର୍ତା ଚୟନ ସିନେ ଷ୍ଟାର ପ୍ଲେକ୍ସ ଠାରେ ହୋଇଯାଉଛି। ଏହି କର୍ମକର୍ତା ଚୟନରେ ସଭାପତି ଭାବେ ନିରୋଜ ପଟ୍ଟନାୟକ, ଉପସଭାପତି ସନ୍ତୋଷ ସିଂ ଏବଂ ମଧୁସିନ୍ଦୁର,
ସାଧାରଣ ସମ୍ପାଦକ ସନ୍ତୋଷ ପ୍ରଧାନ,ସହ ସମ୍ପାଦକ ସୁଧୀର ଗୋପାଳ,କୋଷାଧକ୍ଷ ବରଦା ପ୍ରସନ୍ନ ନାୟକ,ଉପଦେଷ୍ଟା ତୁମେଶ୍ଵର ସାହୁ ଙ୍କୁ ଚୟନ କରାଯାଇଥିଲା। ଏହି ସଭାରେ ଓ ଯେ ୟୁ କଳାହାଣ୍ଡି ଜିଲ୍ଲାର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।
ସଭା ଶେଷରେ ସନ୍ତୋଷ ପ୍ରଧାନ ଧନ୍ୟବାଦ ଦେଇଥିଲେ।
ଓ ଜେ ୟୁ ର କର୍ମକର୍ତା ଚୟନଓ ଜେ ୟୁ ର କର୍ମକର୍ତା ଚୟନ
କଳାହାଣ୍ଡି ଜିଲ୍ଲ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନର ନୂତନ କର୍ମକର୍ତା ଚୟନ ସିନେ ଷ୍ଟାର ପ୍ଲେକ୍ସ ଠାରେ ହୋଇଯାଉଛି। ଏହି କର୍ମକର୍ତା ଚୟନରେ ସଭାପତି ଭାବେ ନିରୋଜ ପଟ୍ଟନାୟକ, ଉପସଭାପତି ସନ୍ତୋଷ ସିଂ ଏବଂ ମଧୁସିନ୍ଦୁର,
ସାଧାରଣ ସମ୍ପାଦକ ସନ୍ତୋଷ ପ୍ରଧାନ,ସହ ସମ୍ପାଦକ ସୁଧୀର ଗୋପାଳ,କୋଷାଧକ୍ଷ ବରଦା ପ୍ରସନ୍ନ ନାୟକ,ଉପଦେଷ୍ଟା ତୁମେଶ୍ଵର ସାହୁ ଙ୍କୁ ଚୟନ କରାଯାଇଥିଲା। ଏହି ସଭାରେ ଓ ଯେ ୟୁ କଳାହାଣ୍ଡି ଜିଲ୍ଲାର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।
ସଭା ଶେଷରେ ସନ୍ତୋଷ ପ୍ରଧାନ ଧନ୍ୟବାଦ ଦେଇଥିଲେ।
ରିପୋର୍ଟ -ଧର୍ମଗଡ଼ (ବରାଦପ୍ରଶନ୍ନ ନାୟକ )
